LIBROS DEL AUTOR: sasmita kar

3 resultados para LIBROS DEL AUTOR: sasmita kar

  • Mastrani
    Sasmita Kar
    କବିତା ପୁସ୍ତକ ’ମାଷ୍ଟ୍ରାଣୀ’ର ମାନସକନ୍ୟା ଚିତ୍ରଲେଖା କେବଳ ଗୋଟିଏ ମାଷ୍ଟ୍ରାଣୀର ଜୀବନ କାହାଣୀ ନୁହେଁ। ନିଜ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଶତ ଶତ ମଣିଷ ତିଆରୁଥିବା ସମସ୍ତ ମାଷ୍ଟ୍ରାଣୀଙ୍କର ପ୍ରତୀକାତ୍ମକ ସଂଳାପ। ନିଜକୁ ଜାଳି ଜାଳି ଅନ୍ୟକୁ ଆଲୋକ ବାଣ୍ଟୁଥିବା ପ୍ରତ୍ୟେକ ମାଷ୍ଟ୍ରାଣୀଙ୍କର ଅକୁହା ଜୀବନ-ଗାଥା। ସକଳ ଥଟ୍ଟା ପରିହାସର ବନ୍ଧନୀରୁ ମୁକୁଳିଆସି ସଫଳତାର ଶିଖର ଛୁଇଁଥିବା ମାଷ୍ଟ୍ରାଣୀର ଅଙ୍ଗେ ନିଭାଇବା କଥା। ମା’ଟିଏ ପିଲାର ସବୁ ଅଳିଅଝଟ ସହେ, କାରଣ ସ...
    Disponible

    18,05 €

  • Amrapalli
    Sasmita Kar
    ମୁଁ ପୁଣି ଫେରିବି / ଧୂସରିତ ପୃଥିବୀ ବକ୍ଷରେ / ଛନଛନ ଘାସ ଫୁଲ / ଗୋଧୂଳିର ଚଢ଼େଇ ଗୀତରେ / ଜୁକୁଜୁକୁ ତରାଟିଏ ହେଇ / ଉଆଁସିଆ ଅନ୍ଧାର ରାତିରେ । ଏମିତି କୋମଳ ଶବ୍ଦ ପ୍ରାଚୁର୍ଯ୍ୟ ଏବଂ ସମ୍ଭାବନାକୁ ନେଇ ପରିପୁଷ୍ଟ କବି ଡଃ ସସ୍ମିତା କରଙ୍କ ସଂକଳନ ’ଆମ୍ରପଲ୍ଲୀ’ । ଏହା ପୂର୍ବରୁ ତାଙ୍କର ’ଗୋଟେ ଗାଉଁଲି ଝିଅର କଥା’ ଏବଂ ’ଦେଖାହେଲେ କହିବି’ କବିତା ସଂକଳନ ପ୍ରକାଶିତ । ବୌଦ୍ଧଯୁଗୀୟ ବୈଶାଳୀ ଗଣରାଜ୍ୟର ରାଜନର୍ତ୍ତକୀ ଆମ୍ରପଲ୍ଲୀର ଅପରୂପ ସୌନ୍ଦର୍ଯ୍ୟ, ତାର ନଗ...
    Disponible

    16,60 €

  • Dekha Hele Kahibi
    Sasmita Kar
    ମନଗହନର କେଉଁ ଏକ ଅଜଣା ବିନ୍ଦୁରେ ଘୁମେଇଥିବା ଦୂର ଆକାଶର ନିଃସଙ୍ଗ ତରାଟିଏ ହେଇ ଦିକ୍‌ଦିକ୍ କରୁଥାଏ କିଛି କଥା, ବେଦନା ଓ ବ୍ୟଥା । କେତେବେଳେ ସେ ବେଦନା ବର୍ଷା ହେଇ ଝରିଝରି ଯାଏ ରାଣୀର ଓଢ଼ଣୀରେ (ରାଣୀର ଓଢ଼ଣୀରେ ବର୍ଷା) ତ ଆଉ କେବେ ରୁନ୍ଧି ହୋଇଯାଏ ପରୀର ଅଧାଲେଖା ଭାଗ୍ୟରେ (ମଧୁବାବୁ ସଙ୍ଗେ ଲଢ଼ିବି) । ପୁଣି କେବେ ସେ ବ୍ୟଥା ପାଲଟିଯାଏ ରାକ୍ଷସୀ ସୂର୍ପଣଖାର ଛଳଛଳ ପ୍ରେମର ନୈବେଦ୍ୟ (ଯୁଗେ ଯୁଗେ ସୂର୍ପଣଖା) ତ ଆଉ କେବେ ମହାପରାକ୍ରମୀ ମହିଷାସୁରର ଆହତ ଅଭିମ...
    Disponible

    16,44 €