LIBROS DEL AUTOR: sanjit kumar bal

1 resultados para LIBROS DEL AUTOR: sanjit kumar bal

sanjit kumar bal Eliminar filtro Quitar filtros
  • Aha
    Sanjit Kumar Bal
    ସଂଜିତଙ୍କ କବିତା ସ୍ୱପ୍ନ ଆଉ ସ୍ୱପ୍ନଭଂଗର ରିଆଜରେ ଆଳାପ ତୋଳେ ନିଶବ୍ଦ ରାତିର ଝିଂକାରୀ ପରି,ଖୁବ୍ ଆସ୍ତେ ଆଉ ନୀରବରେ।ମୁହୂର୍ତ୍ତକୁ ମହୋତ୍ସବ କରିବାରେ ସେ ଧୂରନ୍ଧର।ମାଟି ଓ ମଣିଷର କଥା ତାଂକ କବିତାର ଆଦ୍ୟ ସ୍ୱର ହୋଇଥିବା ବେଳେ ପ୍ରକୃତିକୁ ନିରୀକ୍ଷଣ କରିବାର ଅଦମ୍ୟ ଉତ୍ସାହ ଓ ମାନବିକ ସଂବେଦନଶୀଳତାର ସ୍ପୁରଣ ତାଂକ କାବ୍ୟସତ୍ତାର ସାମଗ୍ରିକ ବିଭବକୁ ସୂଚାଏ।ମାନବୀୟ ପ୍ରେମ ତାଂକୁ ଶିଖାଇଛି ଅଂଧାରରୁ ତନ୍ତୁ କାଢି ବୁଣିବାକୁ ଡର ଉପରେ ଢାଂକି ଦେବା ପରି ଚାଦର।...
    Disponible

    15,34 €