LIBROS DEL AUTOR: kalpataru nayak

2 resultados para LIBROS DEL AUTOR: kalpataru nayak

  • HEMCHANDRANKA PRAKRUTA BYAKARAN
    Hemachandra / Kalpataru Nayak
    ଏକଦା ମଧ୍ୟଭାରତୀୟ ଆର୍ଯ୍ୟଭାଷା ଅନ୍ତର୍ଗତ ପ୍ରାକୃତ ଭାଷା ଭାରତବର୍ଷର ଜନସମୂହଙ୍କ ଭାବ ବିନିମୟର ମାଧ୍ୟମ ହୋଇଥିଲା। ଏହାର ସମୃଦ୍ଧ ସାହିତ୍ୟ ଏବଂ ବ୍ୟାକରଣମାନ ରହିଛି। ବିଭିନ୍ନ ପ୍ରାନ୍ତୀୟ ଭାଷାରେ ପ୍ରାକୃତ ବ୍ୟାକରଣର ଅନୁବାଦ ହୋଇନଥିବାରୁ ଭାଷାଚର୍ଚ୍ଚା ସମୟରେ ସମାଲୋଚକମାନେ ପ୍ରାୟତଃ ଏ ଦିଗ ପ୍ରତି ଯତ୍ନବାନ ହେଉ ନାହାଁନ୍ତି। ତେଣୁ ଭାଷାଚର୍ଚ୍ଚା ସଂସ୍କୃତାଭିମୁଖୀ ହେବାକୁ ବାଧ୍ୟ ହେଉଛି। ଡକ୍ଟର କଳ୍ପତରୁ ନାୟକ ପ୍ରାକୃତ ବ୍ୟାକରଣ ପୁସ୍ତକକୁ ଅନୁବାଦ କରି ଓ...
    Disponible

    22,48 €

  • Bhagabata Charcha
    Kalpataru Nayak
    ଭାଗବତ ହେଉଛି ଭାବର ବିଷୟ । ଓଡ଼ିଆ ଭାବେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଭାଗବତ ବିଷୟରେ ଜାଣିନାହିଁ । ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସମସ୍ତଙ୍କ ମୁଖରେ ଭାଗବତର ବାସ । ଭାଗବତ ଦେବତା ସ୍ୱୟଂ । ସେ ଗାଦିଗୋସାଇଁ । ଏଣୁ ତାଙ୍କ ପାଇଁ ଗାଁ ଗାଁରେ ତୋଳା ହୋଇଛି ଭାଗବତ ଘର । ଓଡ଼ିଶାର ପୂର୍ବଞ୍ଚଳରେ ଏହା ’ଭାଗବତ ଟୁଙ୍ଗୀ’ ଏବଂ ପଶ୍ଚିମାଞ୍ଚଳରେ ’ଗୁଢ଼ିଘର’ ନାମରେ ପରିଚିତ । ଏହା ନ୍ୟାୟାଳୟ, ମନ୍ଦିର, ଅତିଥି ଗୃହ, ସୂଚନା କେନ୍ଦ୍ର, ଶିକ୍ଷାକେନ୍ଦ୍ର ଆଦିର ପରିଚୟ ...
    Disponible

    20,36 €