LIBROS DEL AUTOR: govind chandra dash

2 resultados para LIBROS DEL AUTOR: govind chandra dash

govind chandra dash Eliminar filtro Quitar filtros
  • Niraba Nadira Sua
    Govind Chandra Dash
    କବିତା ହେଉଛି କବି ପ୍ରାଣର କଳ୍ପନା ପ୍ରସୂତ କାବ୍ୟିକ ଅଭିବ୍ୟକ୍ତି। କବିତାର କାୟାକଳ୍ପ ଗଢ଼ାହୁଏ ଭିଜା ମାଟିର ବାସ୍ନାରେ, ଜୀବନ ଜିଇଁବାର କଳାକୌଶଳରେ, ପ୍ରକୃତି ଓ ଜଗତ ପ୍ରତି ଅହେତୁକ ସ୍ନେହ, ଶ୍ରଦ୍ଧା, ମମତ୍ୱବୋଧରେ, ଭାବ, ଆବେଗ, ଲଳିତ ପଣ ଓ ପ୍ରେମର ଆଧ୍ୟାତ୍ମିକ ତଲ୍ଲୀନତା ଭିତରେ। ଭାଷା ମାଧ୍ୟମରେ ଭାବର ପରିପ୍ରକାଶ ଘଟେ, ଭାଷା ଶିଖାଏ ସାହିତ୍ୟ। ଉନ୍ନତ ମାନର କବିତା ତାକୁ ହିଁ କହନ୍ତି ଯାହା ପାଠକର ହୃଦୟକୁ ସ୍ପର୍ଶ କରେ, ତା’ର ଚିନ୍ତାଧାରାକୁ ଉନ୍ନତ କରେ,...
    Disponible

    18,00 €

  • Geeta Phulara Mahaka
    Govind Chandra Dash
    ଗୀତ ଫୁଲର ବାସ୍ନା ନିଆରା । ଗୀତ ଫୁଲର ବଗିଚାରେ ଫୁଲମାନଙ୍କ ସୁରଭି ବାଣ୍ଟୁଥିବାକବି ଡ. ଗୋବିନ୍ଦ ଚନ୍ଦ୍ର ଦାଶ । ଶବ୍ଦ ମାନଙ୍କର ଶୂନ୍ୟ ସଡ଼କର କଡ଼େ କଡ଼େ ଅନେକ ଅଚିହ୍ନା, ଅଲୋଡ଼ା, ଅମୁହାଁ ଗଛ । ଗଛ ଡାଳରେ ଓହଳିଛି ଗୀତ ଫୁଲ ସବୁ, ବାସ୍ନାରେ ବିସ୍ମୟ ବିଭୋର ମନ, ସମୟର ଶକ୍ତ ଟାଣ ମୁଠାରେ ଚିରକାଳ ବନ୍ଦୀଥିବା ଦୁଃଖର ତାଡ଼ନା, ଜୀବନ ଜିଇଁବାର ନିର୍ଦ୍ଦିଷ୍ଟତା ଭିତରେ ଅନେକ ଅମୃତ ଅନୁଭବ ଓ ଗତିଶୀଳ ସମୟର ନିର୍ଦ୍ଦିଷ୍ଟ ପରିଧି ଭିତରେ ଅନିର୍ଦ୍ଦିଷ୍ଟ ଆନନ୍ଦର ନିଜସ୍ୱତ...
    Disponible

    17,93 €