LIBROS DEL AUTOR: dasarathi jena

1 resultados para LIBROS DEL AUTOR: dasarathi jena

  • Mo Gaan Katha Kahe
    Dasarathi Jena
    ଗୋଟିଏ ପଲ୍ଲୀ ଗାଁର କଥା କାହାଣୀକୁ ସମ୍ବହନ କରିଛି ଶ୍ରୀ ଜେନାଙ୍କ ଉକ୍ତ ପୁସ୍ତକ ’ମୋ ଗାଁ କଥା କହେ’, ମାତ୍ର ଏକକ ଗାଁ ନୁହେଁ; ସାମଗ୍ରିକ ଭାବେ ଓଡ଼ିଶା ଗ୍ରାମ୍ୟ ଜୀବନର କାରୁକାର୍ଯ୍ୟ ବିମଣ୍ଡିତ ଶୈଳ୍ପିକ ଚାତୁର୍ଯ୍ୟ ଉକ୍ତ ପୁସ୍ତକଟିକୁ କରିଛି ପ୍ରାଣବନ୍ତ। ’ମୋ ଗାଁ କଥା କହେ’ ପୁସ୍ତକଟି ବିପୁଳ ପାଠକୀୟ ଶ୍ରଦ୍ଧା ଭାଜନ ହେବ; ଏ ବିଶ୍ୱାସ ରହିବ ନିଶ୍ଚୟ। ...
    Disponible

    17,92 €