LIBROS DEL AUTOR: binapani panda

1 resultados para LIBROS DEL AUTOR: binapani panda

  • Pakshyachhaya
    Binapani Panda
    ମୁହୂର୍ତ୍ତରୁ ମନ୍ୱନ୍ତର, ମନ୍ୱନ୍ତରରୁ ମୁହୂର୍ତ୍ତ ।ବିଂଦୁରୁ ବିସ୍ତୃତି, ବିସ୍ତୃତିରୁ ବିଂଦୁ ।ଆଁରୁ ଆକାଶ, ଆକାଶରୁ ଆଁ ।ଉତ୍ତରଣ, ଅବତରଣ, ପ୍ରସାରଣ, ସଂକୋଚନରସାତ୍ତ୍ୱିକ ଶୃଙ୍ଗାର କବିତା । ତା’ ଦିନଦିନରଦିନଲିପିରେ ଅସୁମାରି ଶିଳା, ଶାଳଗ୍ରାମ,ସମୁଦ୍ର, ସୈକତ, ଅହଲ୍ୟା, ଅବନ୍ତୀକାରଆତ୍ମକଥନ । କ୍ରୋଧ, କାରୁଣ୍ୟ, ପ୍ରେମ,ପ୍ରାର୍ଥନା, ଦେହ, ଦ୍ରୋହ, ବିଶ୍ୱାସ,ବୈରାଗ୍ୟ, ସମୟ ଓ ସଂଶୟରଅନୁତ୍ତରିତ ପ୍ରଶ୍ନଚିହ୍ନ । ସେ କେବେମୌନ, କେବେ ମୁଖର, କେବେଉଦାସୀନ । ଏମି...
    Disponible

    17,93 €